भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Botany (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Incomplete fertilizer

ଅପୂର୍ଣ୍ଣ ଉର୍ବରକ

Incomplete flower

ଅପୂର୍ଣ୍ଣ ପୁଷ୍ଠ

Incomplete metamorphosis

ଅପୂର୍ଣ୍ଣ କାୟାନ୍ତରଣ

Inconsistent

ଅସଂଜତ

Inconspicuous

ଅନଭିଦୃଶ୍ୟ, ସ୍ୱଳ୍ପଦୃଶ୍ୟମାନ

Inconvertible

ଅପରିବର୍ତ୍ତ୍ୟ

Incumbent

ଆଶ୍ରୟୀ

Incurved

ଅନ୍ତର୍ବକ୍ର

Incorporate

ସମାବିଷ୍ଟ

Incorporation

ସମ୍ମିଳନ

Indeciduous

ଅପାତୀ ପର୍ଣ୍ଣ

Indehiscent

ଅସ୍ଫୁଟନଶୀଳ

Independent assortment

ସ୍ୱତନ୍ତ୍ର ଅପବ୍ୟୁହନ

Independent charater

ସ୍ୱତନ୍ତ୍ର ଲକ୍ଷଣ

Independent gene

ସ୍ୱତନ୍ତ୍ର ଜିନ

Indeterminate

ଅପରିମିତ

Indeterminate variation

ଅନିର୍ଦ୍ଧାରିତ ବିଭିନ୍ନତା, ଅପରିମିତ ବିଭିନ୍ନତା

Index fossil

ସୂଚକ ଜୀବାଶ୍ମ

Index of evolution

ବିକାଶ ସୂଚକାଙ୍କ, ବିବର୍ତ୍ତନ ସୂଚକାଙ୍କ

Indicator

ସୂଚକ
Follow Us :   
  Download Bharatavani App
  Bharatavani Windows App