भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Botany (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Immiscible

ଅମିଶ୍ରଣ

Immisciblity

ଅପମିଶ୍ରଣତା

Imobile

ନିଶ୍ଚଳ, ଅଚଳ, ଗତିହୀନ

Impermeable

ଅଭେଦ୍ୟ

Impervious

ଅଭେଦ୍ୟ, ଅପ୍ରବେଶ୍ୟ, ଅବେଧ୍ୟ

Implant

କୃତ୍ରିମରୋପଣ କରାଯିବା

Implantation

କୃତ୍ରିମ ରୋପଣ

Implanted

ରୋପିତ

Immune

ବ୍ୟାଧିରୋଧ, ଅସଂକ୍ରାମ୍ୟ

Immunity

ବ୍ୟାଧିରୋଧତା, ଅସଂକ୍ରାମ୍ୟତା

Immunification

ବ୍ୟାଧିରୋଧ ଜନନ, ଅସଂକ୍ରାମ୍ୟଜନନ

Immunization

ବ୍ୟାଧିରୋଧ କରଣ, ଅସଂକ୍ରାମ୍ୟକରଣ

Immunology

ବ୍ୟାଧିରୋଧ ବିଜ୍ଞାନ

Immunologist

ବ୍ୟାଧିରୋଧ ବିଜ୍ଞାନୀ

Impact

ସଂଘାତ, ପ୍ରଭାବ

Imparipinate

ଅସମ ପକ୍ଷଳ

Imperfect

ଅସଂପୂର୍ଣ୍ଣ

Imerfect flower

ଅପୂର୍ଣ୍ଣ ପୁଷ୍ଠ

Imperfect fungi

ଅପୂର୍ଣ୍ଣ କବକ

Imperfect septa

ଅପୂର୍ଣ୍ଣ ପଟ
Follow Us :   
  Download Bharatavani App
  Bharatavani Windows App