भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Botany (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Isochromosome

ସମ ଗୁଣସୂତ୍ର

Isoenzyme

ସମସଂତ୍ୱରକ

Isogamete

ସମଯୁଗ୍ମକ

Isogametangium

ସମଯୁଗ୍ମକଧାନୀ

Isogenetic

ସମ ଜିନୀୟ

Isogynous

ସମକେଶରୀ, ସମସ୍ତ୍ରୀକେଶର

Isogamy

ସମଯୁଗ୍ମନ

Isokont

ସମକଷା

Isolation

ପୃଥକନ

Isolate

ବିଯୁକ୍ତି, ପୃଥିକକରଣ

Isolated

ବିଯୁକ୍ତୀକୃତ, ପୃଥକୀତ

Isomerization

ସମଜାୟବନ

Isomerous

ସମଭାଜୀ

Isomorphic

ସମରୂପୀ

Isophyllous

ସମପତ୍ରୀ

Isoplanogamete

ସମତଳ ଯୁଗ୍ମକ

Isopolar

ସମଦଧ୍ରୁବୀ

Isostamenous

ସମପୁଂକେଶରୀ

Isotrichous

ସମପଂକ୍ତିକ

Isotonic

ସମସାନ୍ଧ୍ର
Follow Us :   
  Download Bharatavani App
  Bharatavani Windows App