भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Botany (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Heterologous

ବିଷମଜାତ

Heterolysis

ବିଷମ ଅପଘଟନ, ବିଷମ କ୍ଷୟ

Heteromorph

ବିଷମରୂପୀ

Heterophic callus

ପରଭୋଜୀ କାଲ୍‌ସ୍‌

Heterospermy

ବିଷମବୀଜତା, ବିଷମଶୁକ୍ର

Hexokinase

ହେକ୍ସୋକାଇନେଜ୍‌

Heterokinesis

ଇତରଭାଜନ, ବିଷମଭାଜନ

Heterometabolism

ଅସମବିପଚନ

Heteropolar

ଅସମ ଧ୍ରୁବୀୟ

Heteropycnosis

ଅସମସଂଘନନ, ବିଷମ ବର୍ଣ୍ଣଗ୍ରାହୀ

Heterophyllous

ଅସଦୃଶ ପର୍ଣ୍ଣୀ

Heterosis

ସଙ୍କରଶକ୍ତି, ଶଙ୍କରଶୌର୍ଯ୍ୟ

Heterosporous

ଅସଦୃଶ ରେଣୁକ

Heterospory

ଅସଦୃଶ ରେଣୁକତା

Heterostyly

ଶଳାକା ଭିନ୍ନତା

Heterothalic

ଅସମ ଥାଳିକ

Heterothallism

ଅସମ ଥାଳିକତା

Heterotrophic

ଇତର ପୋଷିତ, ପରପୋଷିତ

Heterotrophic callous

ପରଭୋଜୀ କାଲ୍‌ସ୍‌

Heterotrophic division

ଅସମବିଭାଜନ
Follow Us :   
  Download Bharatavani App
  Bharatavani Windows App