भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Botany (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Hercogamy (herkogamy)

ସ୍ଵଯୁଗ୍ମରୋଧ, ସ୍ଵମାୟନରୋଧ

Heredity

ବଂଶାନୁକ୍ରମ

Hereditary

ବଂଶଗତ, ପୁରୁଷାନୁକ୍ରମିକ, କୌଳିକ

Heardsitary succession

ବଂଶଗତ ଉତ୍ତରାଧିକାରୀ

Heat

ତାପ

Heat labile

ତାପ ଅସ୍ଥିର

Hereditary variation

ବଂଶଗତ ବିବିଧତା

Heredity

ବଂଶଗତି, ବଂଶାନୁକ୍ରମ

Heritage

ପରମ୍ପରା

Heritability

ବଂଶାନୁକ୍ରମତା

Hermaphrodite

ଉଭୟଲିଙ୍ଗୀ

Hesperidium

ଜମ୍ବୀରକ

Hetrocaryon (hetrokaryon)

ବିଷମନ୍ୟଷ୍ଟି

Heterochlamyadeous

ବିଷମ ପରିପୁଷ୍ପ

Heterochromatin

ବିଷମ ବର୍ଣ୍ଣିକା

Heterocotyledon

ବିଷମ ଭ୍ରୂଣପତ୍ର

Heterocyclic

ବିଷମଚକ୍ରୀ

Heterodromous

ବିଷମମାର୍ଗୀ

Heterogametic

ବିଷମଯୁଗ୍ମକୀ

Heterogamy

ବିଷମ ପୁଷ୍ପତା
Follow Us :   
  Download Bharatavani App
  Bharatavani Windows App