भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Botany (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Haustorium

ଅବଶୋଷିକା

Hay infusion

ଘାସ ଅନ୍ତର୍ନିଧାନ, ଘାସ ନିଷ୍କାସନ

Heart-wood

ମଞ୍ଜକାଠ, ମଞ୍ଜ

Heavy isotipe

ଭାରି ତେଜଷ୍କ୍ରିୟ ଅଣୁ, ଭାରି ଆଇସୋଟୋପ

Heavy water

ଭାରି ଜଳ

Helicoid

ଶୁଣ୍ଢାକାର

Helical

କୁନ୍ତଳିତ

Helitropism

ସୂର୍ଯ୍ୟାନୁବର୍ତ୍ତନ

Helix

କୁଣ୍ଡଳୀ

Hedge

ବାଡ଼, ବେଢ଼

Heliophyllous

ଆଲୋକାନୁବର୍ତ୍ତୀୟ

Heliophyte

ଆଲୋକ ଅନୁରାଗୀ ଉଦ୍ଭିଦ

Hemiepiphyte

ଅର୍ଦ୍ଧପରୋଦ୍ଭିଦାଗ୍ରାହୀ

Heliophobus

ଆଲୋକ ଭୀରୁ

Helotism

କଚ୍ଛୱ

Hemianatropous ovule

ଅର୍ଦ୍ଧ ପ୍ରତୀପ ଡ଼ିମ୍ବକ

Hemicleisto gamy

ଅର୍ଦ୍ଧବଦ୍ଧ ଯୁଗ୍ମନ

Hemi spore

ହେମୀ ବୀଜାଣୁ

Hemi trichous

ଅର୍ଦ୍ଧ ଲୋମିତ

Helophyto

ଅନୁପୋଦ୍ଭିଦ
Follow Us :   
  Download Bharatavani App
  Bharatavani Windows App