भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Botany (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Haplodiplobiontic

ସମଦ୍ଵିଗୁଣିତା ଗୁଣିତ

Haploid

ଅଗୁଣିତ

Haploid number

ଅର୍ଦ୍ଧସଂଖ୍ୟକ

Haplomitosis

ଆଦି ସମବିଭାଜନ

Haplosis

ଅର୍ଦ୍ଧାୟନ ପଦ୍ଧତିକ

Haplophase

ଅଗୁଣିତାବସ୍ଥା

Haplostemonous (isostemonous)

ଏକକ ପୁଂକେଶରାବର୍ତ୍ତୀ, ସମସଂଖ୍ୟ ପୁଂକେଶର

Haplostichous

ସରଳ ଅବଳିକ

Haploxylic

ଏକକ ଦାରୁକ

Haplostele

ଏକକ ନକ୍ଷେତ୍ରୀ

Hapteron (hold fast)

ସ୍ଥାପନାଙ୍ଗ

Haptitropism

ସ୍ପର୍ଶାନୁବର୍ତ୍ତନ

Hardening

ଶକ୍ତ କରିବା, ସଶକ୍ତନ, କଠିନ କରିବା

Hard seed

ଶକ୍ତବୀଜ, କଠିନ ବୀଜ

Hardy-weinberglaw

ହାର୍ଡ଼ିଭ‌ଇନିର୍ବସ ଲାର୍ଡ଼

Harvest hardseed

ଅମଳ, ସଂଗ୍ରହ

Hard bast

କଠିନ୍‌ ଅଧୋବାହୀଅନ୍ତ୍ର

Hardiness

କର୍କଶତା

Hastate

ଭାଲାକାର, କୁନ୍ତାକାର

Halum

ତୃଣକାଣ୍ଡ
Follow Us :   
  Download Bharatavani App
  Bharatavani Windows App