भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Botany (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Halophilic form

ଲୁଣପ୍ରିୟ ରୂପ

Halophils

ଲବଣ ପ୍ରିୟ, ଲୁଣି ପ୍ରିୟ

Halophyte

ଲୁଣି ଉଦ୍ଭିଦ

Halobios

ସମୁଦ୍ର ଜୀବଜାତ

Halobiotic

ସମୁଦ୍ର ଜୀବଜାତୀୟ

Halophobe

ଲୁଣଭୀରୁ, କ୍ଷାର, ଭୀରୁ

Halosere

ଲବଣ ଶ୍ରମିକ

Halotolearnt

ଲୁଣସହି, ଲବଣ ସହ୍ୟକାରୀ

Hamate

ଅଗ୍ରବକ୍ର, ଅଙ୍କୁଶ ରୂପୀ

Hamitoid

ଅଙ୍କୁଶ ରୂପକ

Hanging

ଅବରୋହୀ, ଓହଳିରହିବା

Hanging drop

ଆଲମ୍ବ ବିନ୍ଦୁ

Hanging drop culture

ବୁନ୍ଦାଜଳ ଚାଷ

Hanging garden

ଝୁଲା ଉଦ୍ୟାନ

Haploid

ଏକ ଗୁଣିତ

Haplont

ଏକ ସୁତ୍ରକ, ଅଗୁଣିତା ଅବସ୍ଥା

Haplobiont

ଏକବିଧ ଜୀବୀ

Haplobiontic

ଏକ ବିଧଜୀବୀତା, ଅର୍ଦ୍ଧ ଗୁଣିତ

Haplocaulus

ଏକଳ ସ୍ତମ୍ଭୀ

Haplochlamydous

ଏକପରିଦଳ ପୁଞ୍ଜି
Follow Us :   
  Download Bharatavani App
  Bharatavani Windows App