भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Botany (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Glandiform

ଗ୍ରନ୍ଥି ରୂପୀ

Glandular

ଗ୍ରନ୍ଥି ଭଳି

Glandular hair

ଗ୍ରନ୍ଥିଳଲୋମ

Glandular tissue

ଗ୍ରନ୍ଥି ପେଶୀ

Glandulation

ଗ୍ରନ୍ଥି ଗଠନ

Glandule

କ୍ଷୁଦ୍ର ଗ୍ରନ୍ଥିକା, ଗ୍ରନ୍ଥିନୀ

Glacous

ଶ୍ୟାମଳ

Globose/globate/globular

ଗୋଲାକାର

Globule

ଗୋଲିକା

Glochidium

ପ୍ରଲୋମ

Glomerule

ମୌଳିପୁଞ୍ଜ

Glove-shaped

ଦସ୍ତାନାକାର

Glucose

ଦ୍ରାକ୍ଷାଶର୍କରା, ଗ୍ଲୁକୋଜ

Glume

ତୁଷ, ଚଷୁ

Glumaceous

ତୁଷାକାର

Glutinous

ଅଠାଳ/ କତୁକ, ଅଠାଳିଆ

Glycocide

ଗ୍ଲାଇକୋସାଇଡ଼୍‍

Glycogen

ଜୈବଶର୍କରା, ଗ୍ଲାଇକୋଜେନ

Goblet cell

କଳସ କୋଷିକା

Glogi bodies

ଗଲ୍‍ଜି ପିଣ୍ଡ, ଗଲଗି ପିଣ୍ଡ
Follow Us :   
  Download Bharatavani App
  Bharatavani Windows App