भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Botany (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Ectosome

ବାହ୍ୟକାୟ, ଏକ୍ଟୋସୋମ

Ectostroma

ବହିଃଷ୍ଟୋମା, ବହିଃପୀଠିକା

Ectosymbiosis

ବାହ୍ୟସହ ଜୀବନ, ବାହ୍ୟ ସହଜୀବିତା

Ecumenical

ବିଶ୍ୱବ୍ୟାପି, ଅଖିଳ

Edaphic

ମୃଦୀୟ

Edaphic factor

ମୃଦୀୟ କାରକ

Edaphic climax

ମୃଦୀୟ ଚରମାବସ୍ଥା

Edaphic drought

ମୃଦୀୟ ଜଳାଭାବ

Edaphic formation

ମୃଦୀୟ ରଚନା

Edaphology

ମୃଦା ବିଜ୍ଞାନ, ମୃତ୍ତିକା ବିଜ୍ଞାନ

Edaphon

ମୃଦୋଜୀବ, ମୃଦାଜୀବଜାତ

Edaphophyte

ମୃଦୋଦ୍ଭିଦ

Edaphotropism

ମୃଦାନୁବର୍ତ୍ତନ

Edantate

ଦନ୍ତହୀନ

Edible

ଭକ୍ଷଣୀୟ

Edominant

ଅପ୍ରମୁଖ

Edominule

ଅପ୍ରମୁଖକ

Eflagliferous

ଅକୋଶାଭି, ଅଶକ୍ତ ଚାବୁକ, ଅଶନ୍ତ ଲଗାମ ଭଳି

Efoliation

ଅପର୍ଣ୍ଣନ

Efoliate

ପତ୍ରହୀନ
Follow Us :   
  Download Bharatavani App
  Bharatavani Windows App