भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Botany (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Water uptake

ଜଳ ଉର୍ଦ୍ଧ ଶୋଷଣ, ଜଳଉର୍ଦ୍ଧ୍ୱ ଗ୍ରହଣ

Weathering

ଅବକ୍ଷୟ

Wedge graft

କୀଳକ କଲମି

Wedge shaped

କୀଳକାକାର

Weed

ଅନାବନା ତୃଣ, ଅପତୃଣ, ଅଗଚ୍ଛା, ତୃଣକ

Weedicide

ତୃଣକନାଶୀ, ତୃଣକମାରୀ

Whiplash

ଚାବୁକ୍‍ମାଡ଼, କଷାଘାତ

Whorl

ବଳୟ, ଆବର୍ତ୍ତ

Whorled

ବଳୟାକାର, ଆବର୍ତ୍ତରୂପ

Wild type

ବଣ୍ୟରୂପ

Wilting

ଝାଉଁଳା, ମ୍ଲାନ

Wilting co-efficient

ଝାଉଁଳାଗୁଣାଙ୍କ, ମ୍ଲାନଗୁଣାଙ୍କ

Wilting point

ଝାଉଁଳା ସୂଚନାଙ୍କ, ଝାଉଁଳାବିନ୍ଧୁ

Wind pollinated

ବାୟୁ ପରାଗିତ

Winged

ପକ୍ଷଳ, ପକ୍ଷଯୁକ୍ତ

Winter spore

ଶୀତରେଣୁ

Wood

କାଷ୍ଠ

Wood fibre

କାଷ୍ଠ ତନ୍ତୁ

Wood parenchyma

ଦାରୁ ମୃଦୁପେଶୀ

Wooly

ପଶମୀ, ଲୋମଶ
Follow Us :   
  Download Bharatavani App
  Bharatavani Windows App